ଘଟଣାରୁ ଜଣାପଡିଛି ଯେ, ଭାଇରାଲ ଭିଡ଼ିଓଟି ହେଉଛିଧାମନଗର ଥାନା ଷୋହଡା ଗ୍ରାମର ଜଣେ ମହିଳା । ଯିଏ ପୁରି ଜିଲ୍ଲାର ଦିପୁଙ୍କୁ ୨୦୧୬ ମସିହାରେ ବିବାହ କରିଥିଲେ  ।ହଠାତ ୪ ମାସ ହେବ ସ୍ବାମୀ ସ୍ତ୍ରୀର ଚରିତ୍ର କୁ ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା। ମହିଳାଙ୍କ ଦୁଇ ପୁଅ ବଡ ପୁଅକୁ ସ୍ବାମୀ ପାଖରେ ଛାଡି ମହିଳା ଜଣକ ଗାଁ କୁ ପଳେଇ ଆସିଥିଲେ ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ କିଛି ଦିନ ପୂର୍ବରୁ ନିଜ ବାପ ଘର ଗାଁ ଷୋହଡାର ପିଲାଦିନ ଶାଙ୍ଗ ଦୁଲୁ ନାମକ ଯୁବକଙ୍କ ସହିତ ମହିଳାଙ୍କ ଦେଖା ହୋଇଥିଲା ଯିଏକି ମହିଳାଙ୍କ ପିଲା ବେଳର  ଶାଙ୍ଗ ।ଉଭୟ ଯାଜପୁର ସ୍ତିତ ତ୍ରୀବେଣି ଲୁଗା ଦୋକାନ ଯାଇ କପଡା କିଣିଥିଲେ ,ଆଉ ଦୁହେଁ ସହତି ହୋଇ ଏକ ରୁମକୁ ଉଭୟ କିଛି ସମୟ ପାଇଁ ଯାଇଥିଲେ। ସବୁକିଛି ଭୁଲି  ଶୁଖରେ ମାତିଯାଇଥିଲେ ମହିଳା। କିନ୍ତୁ ଜାଣି ନଥିଲେ ତାଙ୍କ ସ୍ୱାମୀ ଦିଲୁ ଏହା ସବୁ କିଛି ଜାଣିଥିଲା । ଯାହାକୁ ସବୁକିଛି ମୋବାଇଲରେ ଭିଡିଓ ହୋଇ ଦିଲୁ ପାଖରେ ପହଂଚି ଯାଇଥିଲା। ଯାହାକୁ ମହିଳା କହିଛନ୍ତି ଯେ, ମୋ ସ୍ବାମୀ ମୋ ସାଙ୍ଗ ଏକ ଚକ୍ରାନ୍ତ କରି ଏପରି ମତେ ବଦନାମ କରୁଛନ୍ତି ।ମୋ ସ୍ବାମୀ ପୁର୍ବରୁ ଏକ ମହିଳା ସହ ସମ୍ପର୍କ ଥିଲା ମୁଁ ବିରୋଧ କରିବାରୁ ଏପରି କରୁଛନ୍ତି ବୋଲି ମୁ ଜାଣିଛି ।


ଅନ୍ୟ ପଟେ ସ୍ବାମୀ ମଧ୍ୟ ସମାନ ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଛନ୍ତି ।ମୋ ସ୍ତ୍ରୀ ଅନେକ ପୁରୁଷ ସହ ହଟୋଲ ଯାଏ ମୋ ପାଖରେ ପ୍ରମାଣ ମଧ୍ୟ ଅଛି ।ତେବେ ଏନେଇ ମହିଳା ଜଣଙ୍କ ବିରୁଦ୍ଧରେ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି।ତେବେ ଉଭୟ ସ୍ବାମୀ ସ୍ତ୍ରୀ ଉଭୟ ଉଭୟଙ୍କ ଚରିତ୍ରକୁ ନେଇ ଦୋଷାରୋପ କରୁଛନ୍ତି ।ତେବେ କିଏ କୋହୁଛି ସତ ତାକୁ ନେଇ ଏବେ ପୋଲିସ ତଦନ୍ତ କରୁଛି । ମହିଳାଙ୍କ  ପିଲାଦିନ ସାଙ୍ଗ ନା ବଚପନକା ଜିଗୀରୀ ସାଥି ତାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ସ୍ୱାମୀ। ଏବେ ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ମଧ୍ୟରେ ଏହି ବିବାଦ ପାଚେରୀ ହୋଇ ଠିଆ ହୋଇଗଲା ।


ତେବେ ୨ଟି ପିଲାର ମା କଣ ପାଇଁ ଶାଡି କିଣିବାକୁ ଗଲେ, ପରେ  ଏକ ରୁମରେ କାହିଁକି ବିଶ୍ରାମ ନେଲେ ,ଏହି ଅଭିଯୋଗ  ସ୍ବାମୀ ଆଣୁଥିବା କେତେଦୂର ସତ ଓ  ଭାଇରାଲ ଭିଡିଓ  କଣ ବୟାନ କରୁଛି ,ଏହା ଭିତରେ ଅନେକ କଥା ରହିଛି ଯାହା ବର୍ତ୍ତମାନ ପୋଲିସ ତଦନ୍ତ କରୁଛି ।ତେବେ ସ୍ବାମୀ ସ୍ତ୍ରୀଙ୍କ ବିବାଦର ମୁଖ୍ୟ ନାୟକ ତଥା ପିଲା ବେଳର ସାଙ୍ଗ ଦିଲୁକୁ  ପୋଲିସ ଖୋଜୁଥିବା ବେଳେ ସ୍ବାମୀ ସ୍ତ୍ରୀକୁ ଡିଭସ ଦେବାକୁ ସିଧା ସଳଖ କହିଛନ୍ତି ବୋଲି ସୂଚନା ମିଳୁଛି।ଏବେ ଏଇ ଘଟଣା ସାରା ଓଡ଼ିଶାରେ ଏବେ ଚର୍ଚାର କେନ୍ଦ୍ରବିନ୍ଦୁ ପାଟିଥିବାବେଳେ  ଦେଖିବାକୁ ବାକି ରହିଲା ଏଇ ଘଟଣାର ମୋଡ କେଉଁ ଆଡକୁ ଯାଉଛି।