Today Weather Report: ରାଜ୍ୟରେ ଆହୁରି ୩ଦିନ ବର୍ଷା ସହ କୁହୁଡ଼ି, ୨୬ରୁ ବଦଳିପାରେ ପାଗ

Tue, 23 Jan 2024-4:13 pm,

ରାଜ୍ୟରେ ଗତକିଛି ଦିନ ଧରି ସ୍ଥାନେ ସ୍ଥାନେ ବର୍ଷା ହେବା ସହ ପାଗ କୋହଲା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆସନ୍ତା ୨୫ ତାରିଖ ଯାଏ କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଗୁରୁଚାପ ବଳୟର ସକ୍ରିୟତା ବୃଦ୍ଧି ହେତୁ ୨୩ ଓ ୨୪ ତାରିଖରେ ମଧ୍ୟ ବୃଷ୍ଟିପାତର ପ୍ରଭାବ ବୃଦ୍ଧି ହୋଇପାରେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link