Weather Report: `ଦାନାର ପ୍ରଭାବ` ଆସନ୍ତା ୨୪ ଘଣ୍ଟା ଲାଗି ୩ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି

Rashmita Sahoo Fri, 25 Oct 2024-8:00 pm,

ଦୁର୍ବଳ ହେଲା ଭୀଷଣ ବାତ୍ୟା, ଘୂର୍ଣ୍ଣିଝଡ଼ରେ ପରିଣତ । ସନ୍ଧ୍ଯାରେ ଅବପାତର ରୂପ ନେବ ଘୂର୍ଣ୍ଣିଝଡ଼ । ଆସନ୍ତା ୨୪ ଘଣ୍ଟା ଲାଗି ୩ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ୱରରେ ମେଘୁଆ ପାଗ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି । ତେବେ ଗତକାଲି ମଧ୍ଯରାତ୍ରୀରେ ଭିତରକନିକା ଓ ଧାମରା ମଝି ହବାଳିଖଟିରେ ବାତ୍ଯା ସ୍ଥଳଭାଗ ଛୁଇଁଥିଲା । ବାତ୍ୟାର ଲ୍ଯାଣ୍ଡଫଲ ପ୍ରକ୍ରିୟାରେ ଟିକେ ବିଳମ୍ବ ହୋଇଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link