Berhampur News: ରାତିରେ ଖାଇପିଇ ସବୁଦିନ ପାଇଁ ଶୋଇଗଲେ ମା` ସହ ଦୁଇ ଯାଆଁଳା ପୁଅ

ରଶ୍ମିତା ସାହୁ Mon, 18 Sep 2023-3:26 pm,

ଡକାଡକି ହୋଇ ଚାଲିଗଲେ ଗୋଟିଏ ପରିବାର ଦିନି ସଦସ୍ୟ। ବିଶାକ୍ତ ଖାଦ୍ୟ ନେଲା ମାଆ ସହ ଦୁଇ ଯାଆଁଳା ପୁଅର ଜୀବନ। ବାପା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏ-ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ( Ganjam) ଜିଲ୍ଲା ଦିଗପହଣ୍ତି ଶେରଗଡ଼ ଥାନା ଶ୍ରୀରାମ ନଗରରେ (Food Poisoning Case)। ଘଟଣାସ୍ଥଳରେ ଶେରଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଅଭାବନୀୟ ଘଟଣା ଘଟିଲା ସେନେଇ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ କରାଯାଇଛି । ମୃତକ ହେଉଛନ୍ତି ମହତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସାବିତ୍ରୀ ବେହେରା। ଏବଂ ତାଙ୍କର ଦୁଇ ଯାଆଁଳ ପୁଅ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link