NEET Exam Cheating: ନିଟ ପରୀକ୍ଷା ରେ ନକଲି ପରୀକ୍ଷାର୍ଥୀ, ୩ ଗିରଫ

ପ୍ରିୟମ୍ବଦା ରଣା Thu, 09 May 2024-2:00 pm,

ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ ରେ ଜାଲିଆତି କରି 3 ଗିରଫ । ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ଦେଉଥିଲେ ପରୀକ୍ଷା । ଏମିତି ଏକ ନକଲି ପରୀକ୍ଷାର୍ଥୀ ଙ୍କୁ ଧରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ସୂଚନା ଅନୁଯାୟୀ ଭଦ୍ରକ ସହର ର ଏକ ଘରୋଇ ସ୍କୁଲ ରେ ନିଟ ପରୀକ୍ଷା ହେଉଥିବା ବେଳେ ନକଲି ପରୀକ୍ଷାର୍ଥୀ ଙ୍କୁ ଧରିଛି ପୋଲିସ । ମେ ମାସ 5 ତାରିଖ ରେ ନିଟ ପରୀକ୍ଷା ବେଳେ ସନ୍ଦେହ ହେବାରୁ ସେଣ୍ଟର ତରଫରୁ ଆଡ଼ମିନିଷ୍ଟ୍ରେଟିଭ ଅଫିସର ଙ୍କୁ ଅଫିସର ଙ୍କୁ ଅବଗତ କରାଯାଇଥିଲା । ତେବେ ଆଡ଼ମିଟ କାର୍ଡ ରେ ନକଲି ପରୀକ୍ଷାର୍ଥୀ ଙ୍କ ଫଟୋ ଥିଲା । କିନ୍ତୁ ଆଧାର କାର୍ଡ ଯାଞ୍ଚ ବେଳେ ଫିଙ୍ଗର ପ୍ରିଣ୍ଟ ମ୍ୟାଚ କରିନଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link