Weather Report: ବଙ୍ଗୋପସାଗରରେ ଅବପାତ, ୩ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ଆଶଙ୍କା

Rashmita Sahoo Sat, 31 Aug 2024-4:13 pm,

ବଙ୍ଗୋପସାଗରରେ ଅବପାତ । ପଶ୍ଚିମ କେନ୍ଦ୍ରୀୟ ଏବଂ ଏହାରପାର୍ଶ୍ବବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ସୁଦୃଶ୍ୟ ଲଘୁଚାପ ଅଧିକ ଘନୀଭୂତ ହେଇ ଅବପାତର ରୂପ ନେଇଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ବିଶାଖାପାଟନା ଓ ଗୋପାଳପୁର ମଧ୍ୟରେ ଆଜି ମଧ୍ୟରାତ୍ରିରେ ଅତିକ୍ରମ କରିବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link