Simple LifeStyle: ସୁସ୍ଥ ଓ ସୁଖି ଜୀବନଶୈଳୀ ବଞ୍ଚିବାର ସରଳ ଓ ସହଜ ଉପାୟ

ରଶ୍ମିତା ସାହୁ Sat, 28 Oct 2023-3:26 pm,

ଆଧୁନିକ ଯୁଗର ସବୁଠାରୁ ବଡ଼ ଅଭିଶାପ ହେଉଛି ପରିବର୍ତ୍ତିତ ଜୀବନଶୈଳୀ । ଜଙ୍କଫୁଡ୍ ଭଳି ଅଭ୍ଯାସ ଆଗରୁ ଲୋକଙ୍କୁ ରୋଗୀଣା କରୁଥିଲା । ତା’ପରେ ଡିଜିଟାଲ ଯୁଗ ଏବେ ଲୋକଙ୍କ ଜୀବନକୁ ଆହୁରି ଚାପଗ୍ରସ୍ତ କରିଦେଇଛି । ଓଟିଟି,ସୋସିଆଲ ମିଡିଆର ଗହଳି ଚହଳିରେ ଲୋକ ଶୋଇବା ଭୁଲିଗଲେଣି । ଯାହାର ଫଳ ହେଉଛି ଏମିତି କିଛି ରୋଗ ଯାହା କେବଳ କମ ନିଦ୍ରା ପାଇଁ ହେଉଛି । ଆପଣ ଚାହିଁଲେ ଏକ ସୁସ୍ଥ ଜୀବନ ଯିଇଁପାରିବେ । ଆସନ୍ତୁ ଏବାବଦରେ ଡକ୍ଟର ସୁଧିର କୁମାର ଏକ୍ସ(ପୂର୍ବରୁ ଟ୍ୱିଟର)ରେ କ’ଣ ଟିପ୍ସ ଦେଇଛନ୍ତି ପଢିବା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link