Arvind Kejriwal: BJPର ଘୋଡ଼ା ବେପାର ବୟାନକୁ ନେଇ ୨୪ ଘଣ୍ଟାରେ ଦ୍ବିତୀୟ ଥର କେଜ୍ରିୱାଲ୍‌ଙ୍କ ଘରେ ପହଞ୍ଚିଲା ପୋଲିସ୍‌

Sat, 03 Feb 2024-2:13 pm,

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢିଚାଲିଛି । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଗତକାଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରେ ପହଞ୍ଚିଛିଥିଲା। ଆଜି ୨୪ ଘଣ୍ଟା ମଧ୍ୟରେ ଦ୍ବିତୀୟ ଥର କେଜ୍ରିୱାଲ୍‌ଙ୍କ ଘରେ ପହଞ୍ଚିଛି ପୋଲିସ୍‌। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତଦନ୍ତକାରୀ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଘୋଡ଼ା ବେପାର ଅଭିଯୋଗ ସମ୍ପର୍କରେ ପ୍ରମାଣ ଦେବାକୁ କହିଛନ୍ତି। ଅରବିନ୍ଦ କେଜ୍ରିଓ୍ଵାଲ ଅଭିଯୋଗ କରିଥିଲେ ଯେ ତାଙ୍କ ବିଧାୟକମାନଙ୍କୁ କିଣିବାକୁ ଚେଷ୍ଟା କରାଯାଉଛି। ୭ ବିଧାୟକଙ୍କ ସହ ଯୋଗାଯୋଗ ହୋଇଛି, ବିଜେପି ୨୧ ଭାଙ୍ଗିବାକୁ ଯୋଜନା କରୁଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link