Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଚଟାଣରେ ଏକ ଛୋଟ ପିଲା ଶୋଇଥିବା ସମୟରେ ଏକ ବଳଦ ତା ଉପର ଦେଇ ଅତିକ୍ରମ କରୁଛି । କିନ୍ତୁ ପାଦ ପକାଇବା ସମୟରେ ବଳଦଟି ଶିଶୁକୁ କୌଣସି କ୍ଷତି ଘଟାଉନାହିଁ ବରଂ ତା ରାସ୍ତାରେ ଚାଲି ଯାଉଛି ସାବଧାନର ସହ ପାଦ ପକାଇ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.