Arindam Roy: ବିଗ୍ ବଜେଟ ଫିଲ୍ମ ସହ ଦଶହରାରେ କମବ୍ୟାକ୍ କରିବେ ଅରିନ୍ଦମ

Sun, 16 Jul 2023-8:05 pm,

Action Star Arindam Roy is making a comeback with a Big Budget Film । ଓଲିଉଡ ସୁପରଷ୍ଟାର ଅରିନ୍ଦମଙ୍କ ଅଭିନୟ ଦେଖିବାକୁ ଅନେକ ଲୋକ ଅପେକ୍ଷା କରିଥାନ୍ତି । ତେବେ କିଛି ମାସ ହେବ କୌଣସି କାରଣରୁ ଅରିନ୍ଦମଙ୍କ ପ୍ରଶଂସକମାନେ ନିରାଶ ହୋଇଥିଲେ । କାରଣ ବେଶ୍ କିଛି ମାସ ଧରି ଅରିନ୍ଦମଙ୍କର କୌଣସି ସିନେମା ଆସୁନଥିଲା । ତେବେ ବର୍ତ୍ତମାନ କିନ୍ତୁ ଏକ ଖୁସି ଖବର ସାମ୍ନାକୁ ଆସିଛି । ରତ୍ନା ଫିଲ୍ମ ବ୍ୟାନରର ଚତୁର୍ଥ ଅବଦାନ ତଥା ସୁପରଷ୍ଟାର ଅରିନ୍ଦମ ରୟଙ୍କ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ରର ଶୁଭ ମହୁରତ ସହିତ କ୍ଳାପ୍ କଟକ ପ୍ରେସ୍ ଛକ ନିକଟସ୍ଥ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link