Anubhav Mohanty Video: `ରାମ୍` ଫିଲ୍ମରେ ଅନୁଭବଙ୍କ ଭୂମିକା କ`ଣ, ଭିଡିଓ କରି ନିଜେ କଲେ ସେୟାର

ରଶ୍ମିତା ସାହୁ Tue, 03 Oct 2023-3:34 pm,

ପାରିବାରିକ ବିବାଦରୁ ଦୂରେଇ ରହି ଏବେ ଟ୍ରାକକୁ ଫେରିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ତେବେ କିଛିଦିନ ତଳେ ଅରିନ୍ଦମଙ୍କ ଷ୍ଟାରର ଫିଲ୍ମ ରାମ୍ କୁ ନେଇ ଅନେକ ପୋଷ୍ଟ ଓ ଭିଡିଓ ସେୟାର ହୋଇଥିଲା । ଏଥିରେ ଏକ ଗୀତରେ ଏକାସାଥୀରେ ନଜର ଆସିବେ ଅନୁଭବ ମହାନ୍ତି ଓ ଅରିନ୍ଦମ ରୟ । ଏହାକୁ ନେଇ ଏକ ନୂଆ ଭିଡିଓ ରିଲିଜ କରିଛନ୍ତି ଅଭିନେତା ଅନୁଭବ। ଏହି ଫିଲ୍ମଟି ଦଶହରାରେ ରିଲିଜ ହେବାକୁ ଯୋଜନା ରଖିଛନ୍ତି ପ୍ରଡକ୍ସନ ଟିମ୍ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link