Anubhav Mohanty: ବର୍ଷାକୁ ତାତ୍ସଲ୍ୟ ନା ମନର କ୍ରୋଧ, କାହିଁକି ଏମିତି ଭିଡିଓ ପୋଷ୍ଟ କଲେ ଅନୁଭବ !
ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଦୀର୍ଘ ଦିନ ପରେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓଟି ପପୁଲାର ଫିଲ୍ମ ବାଳୁଙ୍ଗା ଟୋକାର ବୋଲି ନିଜେ ମେନସନ କରିଛନ୍ତି ଅନୁଭବ ପଟ୍ଟନାୟକ। ତେବେ ଏହି ଭିଡିଓ ପୋଷ୍ଟ କରିବା ପରେ ଫ୍ୟାନ୍ସ ମାନେ କହିଛନ୍ତି ଯେ ଏ ଭିଡିଓ କାହିଁକି ରଖାଯାଇଛି ଆମେ ଜାଣୁ। ଆଉ ଜଣେ ଫ୍ୟାନ୍ସ ଲେଖିଛନ୍ତି ଯେ, ଛବି ଆଜି ବାସ୍ତବରେ ପରିଣତ ହୋଇଛି।