Anubhav Vs Manoj: ମନୋଜ ମିଶ୍ରଙ୍କ ଏହି ମନ୍ତବ୍ୟ ଅନୁଭବଙ୍କୁ ଦେଇଛି ବହୁତ କଷ୍ଟ, ସେୟାର କଲେ ଭିଡିଓ

ରଶ୍ମିତା ସାହୁ Wed, 25 Oct 2023-3:29 pm,

ଏବେ ବିବାଦ ଘେରରେ ଅଭିନେତା ମନୋଜ ମିଶ୍ର । ଅଭିନେତା ଅରିନ୍ଦମ ରୟଙ୍କ ପ୍ରତିକ୍ଷିତ ଫିଲ୍ମ ରାମ୍ ର ରିଲିଜ୍ ସମ୍ବଲପୁରରେ ନହେବା କାରଣ ମନୋଜ ମିଶ୍ର ବୋଲି ସନ୍ଦେହ କରି ତାଙ୍କୁ ୨ ବର୍ଷ ପାଇଁ ଓଡ଼ିଆ ସିନେଜଗତରୁ ବାସନ୍ଦ କରାଯାଇଛି । ସେପଟେ ଏହି ବିବାଦକୁ ନେଇ ମୁହଁ ଖୋଲିଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି। ସେ ନିଜ ଇନଷ୍ଟାପେଜ୍ ରେ ଏକ ଭିଡିଓ ସେୟାର କରିଛନ୍ତି ଓ କହିଛନ୍ତି ଯେ, ମନୋଜ ମିଶ୍ର ଯେଉଁ ମନ୍ତବ୍ୟ ଦେଇଛନ୍ତି ସେହି ମନ୍ତବ୍ୟ ମୋତେ ବହୁତ କଷ୍ଟ ଦେଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link