Viral Video: ପୁଣି ଥରେ ଭାଇରାଲ୍ ହେଲା ଅଭିନେତା ମନୋଜ ମିଶ୍ର ଓ ତାଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ଏହି ଭିଡିଓ, ଦେଖନ୍ତୁ

Narmada Behera Wed, 16 Oct 2024-12:04 pm,

Viral Video: ନିକଟରେ ଦ୍ବିତୀୟ ବିବାହ କରିଛନ୍ତି ଅଭିନେତା ମନୋଜ ମିଶ୍ର। ମନୋଜ ନିଜ ପ୍ରଥମ ସ୍ତ୍ରୀ ମାନା ମିଶ୍ରଙ୍କୁ ଛାଡ଼ି ମମତା ନନ୍ଦଙ୍କ ହାତ ଧରିଛନ୍ତି। ବିବାହ ପରେ ଏହି ଦମ୍ପତି ବେଶ୍ ଚର୍ଚ୍ଚା ରେ ରହିଥିଲେ। କିଛି ଲୋକେ ମନୋଜଙ୍କୁ ଟ୍ରୋଲ୍ କରିଥିବା ବେଳେ ମମତା ମଧ୍ୟ ନିଜ ପ୍ରତିକ୍ରିୟା ଗଣମାଧ୍ୟମ ଆଗରେ ରଖିଥିଲେ। ତେବେ, ଏହାରି ଭିତରେ ଅଭିନେତା ମନୋଜ ମିଶ୍ର ଓ ଦ୍ବିତୀୟ ସ୍ତ୍ରୀ ମମତା ନନ୍ଦଙ୍କ ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link