Manoj Mishra:`ଅରିନ୍ଦମ ରାଜନୀତି ବନ୍ଦ କର` କାନ୍ଦି କାନ୍ଦି ଭିଡିଓ ସେୟାର କଲେ ମନୋଜ

ରଶ୍ମିତା ସାହୁ Sat, 04 Nov 2023-12:52 pm,

ଥମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି ଓଲିଉଡ କଳି । କିଛି ଘଣ୍ଟା ପୂର୍ବରୁ ପୁଣିଥରେ ଭିଡିଓ ସେୟାର କରି ଅଭିନେତା ଅରିନ୍ଦମ ରୟଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ମନୋଜ ମିଶ୍ର। କାନ୍ଦି କାନ୍ଦି ଅରିନ୍ଦମଙ୍କୁ କହିଛନ୍ତି ଯେ, ଏମିତି ରାଜନୀତି କର ନାହିଁ। ସେପଟେ ବିବାଦ ମଧ୍ୟରେ ଆଜି ପୁଣି ନୂଆ ଓଡ଼ିଆ ସିନେମା ‘ପ୍ରଥା’ର ପୋଷ୍ଟର ଚିରିବା ଓ ଏହାର ପ୍ରଦର୍ଶନକୁ ବିରୋଧ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ତେବେ ଏହି ବିବାଦ ଆଗକୁ ଥମୁଛି ନା ନାହିଁ ତାହା ତ ସମୟ କହିବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link