Viral Video: କାହା ପାଇଁ ଖୁସିରେ ଅଛନ୍ତି ଅଭିନେତା ମନୋଜ ମିଶ୍ରଙ୍କ ପ୍ରଥମ ସ୍ତ୍ରୀ? ଭାଇରାଲ୍ ହେଲା ଏହି ଭିଡିଓ

Narmada Behera Fri, 11 Oct 2024-12:45 pm,

Viral Video: ନିକଟରେ ଅଭିନେତା ମନୋଜ ମିଶ୍ର ଦ୍ବୀତିୟ ବିବାହ କରିଛନ୍ତି। ଅଭିନେତ୍ରୀ ମମତା ନନ୍ଦଙ୍କୁ ଜୀବନ ସାଥୀ କରିଛନ୍ତି। ଏବେ ମମତାଙ୍କ ସହ ଖୁସିରେ ସଂସାର ରଥକୁ ଆଗକୁ ନେଉଛନ୍ତି ମନୋଜ। ପ୍ରଥମ ପତ୍ନୀ ଙ୍କ ପାଖରେ ତାଙ୍କ ଝିଅ ରହୁଛନ୍ତି। ତେବେ, ମନୋଜଙ୍କୁ ଛାଡି ପ୍ରଥମ ପତ୍ନୀ ମଧ୍ୟ ଖୁସିରେ ଅଛନ୍ତି। ତେବେ, କାହା ପାଇଁ ଏତେ ଖୁସିରେ ଅଛନ୍ତି ମନୋଜଙ୍କ ପ୍ରଥମ ପତ୍ନୀ। ଦେଖନ୍ତୁ ଭିଡିଓ...  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link