Viral Video: ନିକଟରେ ଅଭିନେତା ମନୋଜ ମିଶ୍ର ଦ୍ବୀତିୟ ବିବାହ କରିଛନ୍ତି। ଅଭିନେତ୍ରୀ ମମତା ନନ୍ଦଙ୍କୁ ଜୀବନ ସାଥୀ କରିଛନ୍ତି। ଏବେ ମମତାଙ୍କ ସହ ଖୁସିରେ ସଂସାର ରଥକୁ ଆଗକୁ ନେଉଛନ୍ତି ମନୋଜ। ପ୍ରଥମ ପତ୍ନୀ ଙ୍କ ପାଖରେ ତାଙ୍କ ଝିଅ ରହୁଛନ୍ତି। ତେବେ, ମନୋଜଙ୍କୁ ଛାଡି ପ୍ରଥମ ପତ୍ନୀ ମଧ୍ୟ ଖୁସିରେ ଅଛନ୍ତି। ତେବେ, କାହା ପାଇଁ ଏତେ ଖୁସିରେ ଅଛନ୍ତି ମନୋଜଙ୍କ ପ୍ରଥ