Manoj Mishra: ମନୋଜ ମିଶ୍ରଙ୍କ ଭିଡିଓରେ ଏମିତି ରିଆକ୍ସନ ଦେଲେ ୨ୟ ପତ୍ନୀ ମମତା ନନ୍ଦ

Rashmita Sahoo Sun, 22 Sep 2024-7:13 pm,

Manoj Mishra: ଏବେ ଓଲିଉଡ ଇଣ୍ଡଷ୍ଟ୍ରିରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ମନୋଜ ମିଶ୍ର । ୨ୟ ବିବାହ ପରେ କିଛି ନା କିଛି ଭିଡିଓ ଓ ଫଟୋ ସେୟାର କରୁଛନ୍ତି ମନୋଜ ଓ ତାଙ୍କ ୨ୟ ପତ୍ନୀ । ହେଲେ କିଛିଦିନ ତଳେ ଗୋଟେ ରିଲ୍ସ ସେୟାର କରିଛନ୍ତି ମନୋଜ ମିଶ୍ର । ତେବେ ଏହାକୁ ନେଇ ପତ୍ନୀ ମମତା ନନ୍ଦ ତାଙ୍କୁ ଇମୋଜୀ ସାହାଯ୍ୟରେ ନିଜର ଏକ୍ସପ୍ରେସନ ଦେଇଛନ୍ତି । ଏହି ଭିଡିଓରେ ଲଭ୍ ସହ ହଗ୍ ର ଆଶ୍ୱାସନା ଦେଇଛନ୍ତି ମମତା ନନ୍ଦ । ଏହି ସହ କିଛି ଘଣ୍ଟା ତଳେ ମନୋଜ ମିଶ୍ର ପୁଣି ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଯେ, ନିଜ ଲଢେଇ ନିଜେ ଲଢିବାକୁ ପଡେ। ଏଠି ବୁଝିବା ଲୋକ କମ ଆଉ ଜ୍ଞାନ ଦେବା ଲୋକ ବେଶି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link