Manoj Mishra: ଦଶହରାରେ ଅଭିନେତ୍ରୀ ଜୟାଙ୍କ ସହ ଦୁର୍ବ୍ୟବହାର, ଭିଡିଓ ସେୟାର କଲେ ମନୋଜ ମିଶ୍ର

Rashmita Sahoo Tue, 15 Oct 2024-5:52 pm,

Manoj Mishra: ସରିଲା ଦଶହରା ସରିଲା ଭଷାଣୀ। ହେଲେ ଅଭିନେତା ମନୋଜ ମିଶ୍ର ନିଜ ଇନଷ୍ଟାଗ୍ରାମ ପେଜ୍ ରେ ଏକ ସୁନ୍ଦର ଭିଡିଓଟି ସେୟାର କରିଛନ୍ତି ଆଉ କ୍ୟାପସନ ଅଛି ନାରୀ ମାନଙ୍କୁ ଏତେ ଦୁର୍ବଳ ଭାବନ୍ତୁ ନାହିଁ...ପ୍ରକୃତରେ ଏ ଭିଡିଓଟି ନାରୀ କୈନ୍ଦ୍ରିକ। ଏଥିରେ ଅଭିନୟ କରିଛନ୍ତି ଅଭିନେତ୍ରୀ ଜୟନ୍ତୀ ବିଶ୍ୱାସ ଓରଫ ଜୟା। ନାରୀ ମାନଙ୍କ ଉପରେ ଖରାପ ଦୃଷ୍ଟି ପକେଇଲେ ଜଣେ ନାରୀ ଯେ, ଦୁର୍ଗା ରୂପ ଧାରଣ କରେ ତାହାକୁ ନେଇ ଏହି ଭିଡିଓଟି ତିଆରି ହୋଇଛି। ତେବେ ଭିଡିଓକୁ ସେୟାର କରିବା ସହ ଅଭିନେତ୍ରୀ ଜୟାଙ୍କୁ ଖୁବ ପ୍ରଂଶସା କରିଛନ୍ତି ଅଭିନେତା ମନୋଜ ମିଶ୍ର । ଆଉ ଏହାର ରିପ୍ଲାଏରେ ଜୟା ଲେଖିଛନ୍ତି Oh God dada. this means a lot. Thank you so much for appreciating my work.

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link