Audio Viral: ଟୁଟୁ ନାୟକ ଓ କୁନା ତ୍ରିପାଠୀ ଙ୍କ ସହ କ`ଣ କଥା ହୋଇଥିଲେ ମନୋଜ ମିଶ୍ର

ରଶ୍ମିତା ସାହୁ Sat, 04 Nov 2023-5:13 pm,

ଓଲିଉଡ କଳିରୁ ଅତିଷ୍ଠ ହୋଇ ଶେଷରେ ଟୁଟୁ ନାୟକ ଓ କୁନା ତ୍ରିପାଠୀଙ୍କ ସହ କଣ କଥା ହୋଇଥିଲେ ମନୋଜ ଏହାର ଏକ ଅଡିଓ କ୍ଲିପ ସେୟାର କରିଛନ୍ତି ମନୋଜ ମିଶ୍ର । ବାସନ୍ଦ ହେବା ପୂର୍ବରୁ ଏବଂ ଏବେ ବସିଥିବା ପ୍ରଯୋଜକ ବୈଠକ ବେଳେ ମନୋଜ କଣ କଥା ହୋଇଥିଲେ ତାହା ନିଜେ ସାର୍ବଜନୀନ କରିଛନ୍ତି ମନୋଜ ମିଶ୍ର । ଏହି ତିନି ଜଣ ହେଉଛନ୍ତି ପ୍ରଯୋଜକ ସ୍ଥିତ ପଟ୍ଟନାୟକ, ଟୁଟୁ ନାୟକ ଏବଂ କୁନା ତ୍ରିପାଠୀ । ମନୋଜ ମିଶ୍ର ନିଜେ ଫେସବୁକରେ ଅଡିଓ କଲ ପ୍ରଘଟ କରିଛନ୍ତି । ଉଭୟଙ୍କ ସହ ମନୋଜ ମିଶ୍ର କଥା ହେଉଥିବା କଲ ରେକର୍ଡରୁ ଜଣାପଡିଛି । ଯେଉଁଥିରେ ବାସନ୍ଦ କରିବା ପଛରେ ଟୁଟୁ ନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଣାପଡିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link