Actor Manoj Mishra: ଝିଅକୁ ଆଣିବାକୁ ଯାଇଥିଲେ ମନୋଜ, ଭିଡିଓ ଭାଇରାଲ କରିଦେଲେ ପ୍ରଥମ ସ୍ତ୍ରୀ ମାନା ମିଶ୍ର

Prabhudatta Moharana Sep 13, 2024, 14:46 PM IST

Actor Manoj Mishra: ଅଭିନେତା ମନୋଜ ମିଶ୍ର ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି। ପ୍ରଥମ ପତ୍ନୀ ମାନା ମିଶ୍ରଙ୍କୁ ଛାଡ଼ପତ୍ର ଦେବା ପରେ ମମତା ନନ୍ଦଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ତେବେ ନିକଟରେ ମନୋଜ ନିଜ ଝିଅ ଭବ୍ୟାଙ୍କୁ ଆଣିବାକୁ ଯାଇଥିଲେ। ମାତ୍ର ପ୍ରଥମ ପତ୍ନୀ ମାନା ମିଶ୍ର ଏହି ଭିଡିଓକୁ ଭାଇରାଲ କରାଇ ଦେଇଥିଲେ। ସେହି ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ସେହି ଭିଡିଓ...  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link