Archita Sahu Reels: ସ୍ୱାମୀ ସବ୍ୟସାଚୀଙ୍କୁ ଅର୍ଚ୍ଚିତା ଡେଡିକେଟ୍ କଲେ ଏହି ଗୀତ, ଦେଖନ୍ତୁ ଭିଡିଓ

ରଶ୍ମିତା ସାହୁ Thu, 02 Nov 2023-2:26 pm,

ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। ଗତ କିଛିଦିନ ତଳେ ଭୁବନେଶ୍ୱର କଟକ ମଣ୍ଡପ ବୁଲି ସେ ସବ୍ୟସାଚୀଙ୍କ ସହ ଭିଡିଓ ସେୟାର କରିଥିଲେ ଯାହାକୁ ଖୁବ ପସନ୍ଦ କରିଥିଲେ ତାଙ୍କ ଫ୍ୟାନ୍ସ ଫଲୋଅର୍ସ। ଏବେ କିଛି ଘଣ୍ଟା ପୂର୍ବରୁ ଅର୍ଚ୍ଚିତା ଆଉ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ରାବତା ଗୀତ ନିଜ ସ୍ୱାମୀ ସବ୍ୟଙ୍କୁ ଡେଡିକେଟ୍ କରି ରିଲ୍ସ କରିଥିବା ନେଇ ଫ୍ୟାନ୍ସ ମାନେ କହୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link