Archita Sahu Video: ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଟ୍ରାଡିସନାଲ ଲୁକ୍ ଭାଇରାଲ...ଦେଖନ୍ତୁ ଭିଡିଓ

Rashmita Sahoo Sun, 15 Sep 2024-5:52 pm,

ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଟ୍ରାଡିସନାଲ ଲୁକ୍ ଭାଇରାଲ । ଓଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ ଭାବେ ଅର୍ଚ୍ଚିତା ସାହୁ ବେଶ ଜଣାଶୁଣା। ଅଭିନୟର ନିଜର ପରାକାଷ୍ଠା ଦେଖାଇଥିବା ଅଭିନେତ୍ରୀ ଅର୍ଚ୍ଚିତା ବିଭିନ୍ନ ସମୟରେ ବିଭିନ୍ନ ଆଡଭରଟାଇଜ୍ ରେ ବି ନଜର ଆସିଛନ୍ତି। ତେବେ ଦୁଇ ଦିନ ତଳେ ଅରୁନ୍ଧତୀ ଜୁଏଲର୍ସର ୧୧ ନମ୍ବର ଷ୍ଟୋର ର ଇନଆଗୁରେସନରେ ଯୋଗ ଦେଇଥିଲେ ଅର୍ଚ୍ଚିତା। କାରଣ ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି ଅର୍ଚ୍ଚିତା। ତେବେ ଏହି ଇଭେଣ୍ଟ ପୁରୀରେ ଥିବା ବେଳେ ତାଙ୍କ ର ପ୍ରଶଂସକ ଓ ଫ୍ୟାନ୍ସ ତାଙ୍କୁ ଦେଖିବା ପାଇଁ ରାଜରାସ୍ତାରେ ଭିଡ଼ ଜମାଇଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link