Actress Divya Video: ଭାଇରାଲ ହେଉଛି ଦିବ୍ୟା ଓ ଅସୀମାଙ୍କ କମ୍ବୋ ଡ୍ୟାନ୍ସ, ଭାଇରାଲ ହେଲା ଭିଡିଓ

ରଶ୍ମିତା ସାହୁ Fri, 22 Sep 2023-3:39 pm,

ଭାଇରାଲ ହେଉଛି ଅଭିନେତ୍ରୀ ଦିବ୍ୟା ଓ ଗାୟିକା ଅସୀମାଙ୍କ ଏହି ସୁନ୍ଦର ଡ୍ୟାନ୍ସ। ଏକ ରିୟାଲିଟି ସୋରେ କିଛି ସମୟର ବ୍ରେକରେ ଏହି ଗୀତରେ ରିଲ୍ସ କରିଥିଲେ ଉଭୟେ । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଅନେକ ଲାଇକ ସେୟାର ସହ କମେଣ୍ଟସ ମଧ୍ୟ ମିଳିଛି। ତେବେ ଆପଣ ବି ଥରେ ଏ ଭିଡିଓ ଦେଖନ୍ତୁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link