Anugulia Bunty And Elina: ଗୋଟିଏ ଫ୍ରେମରେ ଅନୁଗୁଳିଆ ବଣ୍ଟି ଓ ଅଭିନେତ୍ରୀ ଏଲିନା, ଦେଖନ୍ତୁ ଭିଡିଓ

ରଶ୍ମିତା ସାହୁ Fri, 22 Sep 2023-1:14 pm,

ଆଜି ରାଜ୍ୟର ସମସ୍ତ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଓଡିଆ ଫିଲ୍ମ ପ୍ରତିଶୋଧ । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ । ଏଲିନା ପୋଲିସ ଭୂମିକାରେ ନଜର ଆସିଥିଲେ ଫିଲ୍ମର ପ୍ରମୋସନରେ ସାମିଲ ହୋଇଥିଲେ କମେଡିଆନ ତଥା ଅଭିନେତା ଅନୁଗୁଳିଆ ବଣ୍ଟି । ତେବେ ଦେଖନ୍ତୁ ଏହି ଭିଡିଓ... Zee Odisha News ହ୍ବାଟସ୍‌ ଆପ୍‌ ଚ୍ୟାନେଲ୍‌କୁ ଆପଣଙ୍କୁ ସ୍ବାଗତ। ଆମେ ଆପଣଙ୍କୁ ଦେବୁ ଦେଶ ଦୁନିଆର ଲାଟେଷ୍ଟ ଖବର ଓ ଅପଡେଟ୍‌ସ। ମାତ୍ର ଗୋଟିଏ କ୍ଲିକରେ ପାଆନ୍ତୁ ଅପଡେଟ ଖବର। ମନୋରଞ୍ଜନ, କ୍ରୀଡ଼ା, ରାଜନୀତି, ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ରେକିଂ ନ୍ୟୁଜ୍‌ ଦେଖିବା ପାଇଁ ଜୀ ଓଡ଼ିଶା ନ୍ୟୁଜ ଚ୍ୟାନେଲକୁ ହ୍ୱାଟସଆପରେ ଫଲୋ କରନ୍ତୁ ଆଉ ଅପଡେଟ ରୁହନ୍ତୁ।  ଆମକୁ ଫଲୋ କରିବାକୁ ହ୍ବାଟସ୍‌ ଆପ୍‌ରେ ସର୍ଚ୍ଚ କରନ୍ତୁ "Zee Odisha News" ଓ Join ବଟନରେ କ୍ଲିକ୍‌ କରନ୍ତୁ। ଫଲୋ କରିବା ପାଇଁ ତୁରନ୍ତ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ... https://whatsapp.com/channel/0029Va9cvVb6LwHbzDOvns3b

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link