Actress Jhilli Dance: ଜାହ୍ନବୀ କପୁରଙ୍କ ଗୀତରେ ଅଭିନେତ୍ରୀ ଝିଲ୍ଲିଙ୍କ ଧମାକାଦାର ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ରଶ୍ମିତା ସାହୁ Wed, 27 Sep 2023-5:43 pm,

ଜୀ ସାର୍ଥକର ଆପଣଙ୍କ ପ୍ରିୟ ସିରିଏଲ ଝିଲ୍ଲି ଏବେ ସମସ୍ତଙ୍କ ମନରେ ଘର କରିସାରିଲାଣି । ଏହାଛଡ଼ା ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଝିଲ୍ଲି ଓରଫ ନିକିତା ମିଶ୍ରଙ୍କ ଓଡ଼ିଶାବାସୀ ଖୁବ ଭଲ ପାଇବା ଦେଇଛନ୍ତି । ହେଲେ ନିକିତା କେବଳ ଯେ, ଅଭିନୟ ତାହା ନୁହେଁ ବରଂ ଡ୍ୟାନ୍ସରେ ମଧ୍ୟ ଏକ ନମ୍ବର । ଏକଥା ଆମେ ନୁହେଁ ତାଙ୍କ ଭିଡିଓ କୁହେ, ତେବେ ଚାଲନ୍ତୁ ଦେଖିବା ବଲିଉଡର ଏହିଗୀତରେ କେମିତି ଧମାକାଦାର ନାଚୁଛନ୍ତି ଅଭିନେତ୍ରୀ ଝିଲ୍ଲି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link