Actress Jhilli Dance: ଅଭିନେତ୍ରୀ ଝିଲ୍ଲିଙ୍କ ଜବରଦସ୍ତ ଲୁଙ୍ଗି ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ରଶ୍ମିତା ସାହୁ Sat, 28 Oct 2023-7:52 pm,

ଜୀ ସାର୍ଥକର ସବୁଠୁ ପପୁଲାର ସୋ ଆମ ଝିଲ୍ଲି ସିରିଏଲ ସରିବା ପରେ ଏବେ ଆଲବମ ରେ ନିଜର ଜଲୱା ଦେଖାଇଛନ୍ତି ଅଭିନେତ୍ରୀ ନିକିତା ମିଶ୍ର ଓରଫ ଆପଣଙ୍କ ପ୍ରିୟ ଝିଲ୍ଲି । ଏକ ଆଲବମ ସୁଟିଂରେ ବେଶ ବ୍ୟସ୍ତ ରହିଛନ୍ତି ଅଭିନେତ୍ରୀ ନିକିତା । ତେବେ ଏହି ଲୁକ୍ ତାଙ୍କୁ ବହୁତ ସୁଟ୍ କରୁଥିବା ତାଙ୍କ ଫ୍ୟାନ୍ସ ମାନେ କମେଣ୍ଟସ ଦେଇଛନ୍ତି । ଆପଣବି ଦେଖନ୍ତୁ ଏହି ଜବରଦସ୍ତ ଡ୍ୟାନ୍ସ ଭିଡିଓ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link