lipi Mohapatra Video: `ଦିଦି ନମ୍ବର-୧` ବ୍ୟାକ୍ ଷ୍ଟଜ୍-ରେ କାହା ପାଇଁ କାନ ଧରିଲେ ଅଭିନେତ୍ରୀ ଲିପି ? ଦେଖନ୍ତୁ ଭିଡିଓ

Narmada Behera Fri, 04 Oct 2024-10:56 am,

lipi Mohapatra Video: ଓଡି଼ଆ ଲୋକପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ର । ଦମଦାର ଅଭିନୟ ଓ ଡାନ୍ସ ପାଇଁ ବେଶ୍ ସେ ଖୁବ୍ ଜଣାଶୁଣା। ଏକାଧିକ ଆଲବମ୍ ସହ ରିୟଲିଟି ସୋ-ରେ ତାଙ୍କୁ ଦେଖିବାକୁ ମିଳେ। ଏହାସହ ଦିଦି ନମ୍ବର ଓ୍ବାନ୍ ର ଉପସ୍ଥାପିକା ଭାବେ ନଜର ଆସୁଛନ୍ତି। ତେବେ, ଏହାର ଭିତରେ ଅଭିନେତ୍ରୀଙ୍କ ଆଉ ଏକ ଭିଡିଓ ଖୁବଜୋରେ ଭାଇରାଲ୍ ହେଉଛି। ତାହା ପୁଣି ଦିଦି ନମ୍ବର -୧ ବ୍ୟାକ୍ ଷ୍ଟଜ୍ ରୁ। ଦେଖନ୍ତୁ ବ୍ୟାକ୍ ଷ୍ଟେଜ୍ ରେ କାହା ପାଇଁ କାନ ଧରିଲେ ଲିପି ....  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link