Mamta Nanda Video: ପୁଣିଥରେ ରୋମାଣ୍ଟିକ୍ ଭିଡିଓ ସେୟାର କଲେ ମମତା ନନ୍ଦ, ଭିଡିଓ ଭାଇରାଲ

Rashmita Sahoo Sat, 26 Oct 2024-2:26 pm,

Mamta Nanda Video: ପୁଣିଥରେ ରୋମାଣ୍ଟିକ୍ ଭିଡିଓ ସେୟାର କଲେ ମମତା ନନ୍ଦ ହେଲେ ଏ ଭିଡିଓ ଟି କେବଳ ଏକ ଚିତ୍ରର। ରୋମାଣ୍ଟିକ ଭିଡିଓ ଟି ସେୟାର କରିଛନ୍ତି ମମତା ନନ୍ଦ। କ୍ୟାପସନ ଲଭ୍ ସିମ୍ବଲ୍ ଦେଇଥିବା ବେଳେ ଗୀତ ରଖିଛନ୍ତି ଶହେ ବର୍ଷ ଆମ ପ୍ରେମ ଆୟୁଷ। ତେବେ ଏହି ଭିଡିଓଟି ଜଣେ ଏହି ଦମ୍ପତିଙ୍କର ପେନସିଲ୍ ଆର୍ଟ୍ କରିଥିବା ବେଳେ ଉଭୟ ମନୋଜ ମିଶ୍ର ଓ ମମତା ନନ୍ଦଙ୍କୁ ଟ୍ୟାଗ୍ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link