Nisha Maharana Video: ପୁଣି ଥରେ କାହା ପାଇଁ କନିଆ ସାଜିଲେ ଯାତ୍ରା ଅଭିନେତ୍ରୀ ନିଶା ମହାରଣା ? ଦେଖନ୍ତୁ ଏହି ଭିଡିଓ

Narmada Behera Sat, 28 Sep 2024-9:19 am,

Nisha Maharana Video: ଯାତ୍ରା ଅଭିନେତ୍ରୀ ତଥା ଆଇଟମ୍ ଡାନ୍ସର ନିଶା ମହାରଣା। ଯାତ୍ରା ମଞ୍ଚରେ ନିଶାଙ୍କ ଦମଦାର ଡାନ୍ସ ଫ୍ୟାନ୍ସଙ୍କ ମନ କିଣେ। ଅଧିକାଂଶ ସମୟରେ ନିଶା ନିଜର ବିବାଦୀୟ ବୟାନ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି। ତେବେ, ଏହାରି ଭିତରେ ନିଶାଙ୍କ ଆଉ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ଦେଖି ସମସ୍ତେ ଭାବୁଥିବେ ନିଶ୍ଚୟେ ନିଶା ପୂର୍ବ ଅପେକ୍ଷା ସୁଧୁରି ଯାଇଛନ୍ତି। ଯାତ୍ରା ଛାଡି ସେ କାହା ପାଇଁ କନିଆ ବେଶ ହୋଇ ସଜ ହୋଇଛନ୍ତି ଦେଖନ୍ତୁ। ଏହି ସୁନ୍ଦର ଭିଡିଓ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link