Rachna Banerjee Viral Video: ହୋଟେଲ୍ ରୁମ୍-ରୁ ଭାଇରାଲ୍ ହେଲା ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ଏହି ଭିଡିଓ, ଦେଖନ୍ତୁ
Rachna Banerjee Viral Video: ଓଡିଆ ଅଭିନେତ୍ରୀ ରଚନା ବାନାର୍ଜୀ। ଏକାଧିକ ଓଡିଆ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଛି। ୯୦ ଦଶକରେ ରଚନା ସିଦ୍ଧାନ୍ତଙ୍କ ଯୋଡିକୁ ଖୁବ୍ ଦର୍ଶକ ପସନ୍ଦ କରୁଥିଲେ। ନିକଟରେ ରାଜନୀତିରେ ପାଦ ଥାପିଥିଲେ ଅଭିନେତ୍ରୀ ରଚନା । ପଶ୍ଚିମବଙ୍ଗର ହୁଗୁଳିର ନିର୍ବାଚନ ଲଢି ସାଂସଦ ଭାବେ ଏବେ କାର୍ଯ୍ୟ କରୁଛନ୍ତି। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ହୋଟେଲ୍ ରୁମ୍ ରୁ ଭାଇରାଲ୍ ହୋଇଛି। ଦେଖନ୍ତୁ...
ALSO READ: Rachna Banerjee: ନିର୍ବାଚନ ଜିତିବା ପରେ କେତେ ବଦଳିଛନ୍ତି ରଚନା ବାନାର୍ଜୀ, ଭାଇରାଲ ହେଉଛି ଏହି ସବୁ ଫଟୋ
ALSO READ: Rani panda Viral Video: ସୁସ୍ଥ ହେବା ପରେ ଏହି ଭିଡିଓ ଜାରି କଲେ ଅଭିନେତ୍ରୀ ରାଣୀ ପଣ୍ତା, ଦେଖନ୍ତୁ