Rani Panda: ପ୍ରେମିକ ବିକ୍ରମକୁ ଭୁଲି ପାରୁ ନାହାଁନ୍ତି ଅଭିନେତ୍ରୀ ରାଣୀ ପଣ୍ତା, ଜାରି କଲେ ଏମିତି ଭିଡିଓ

Narmada Behera Dec 06, 2024, 12:34 PM IST

Rani Panda: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା।  ଗତ କିଛି ମାସ ତଳେ ତାଙ୍କର ପ୍ରେମିକ ବିକ୍ରମ ତାଙ୍କୁ ପ୍ରେମରେ ଧୋକାଥିଲା। ଯାହାକୁ ନେଇ ଭାଙ୍ଗି ପଡିଥିଲେ ରାଣୀ। ତେବେ, ବିକ୍ରମଙ୍କୁ ଭୁଲିବା ପାଇଁ ବହୁତ ପ୍ରକାର ଚେଷ୍ଟା ମଧ୍ୟ କରିଥିଲେ, କିନ୍ତୁ ସେ ତାଙ୍କ ମନରୁ ପ୍ରେମିକ ବିକ୍ରମକୁ କାଢି ପାରୁ ନାହାଁନ୍ତି। ତେବେ, ଏହାରି ଭିତରେ ବିକ୍ରମ୍ ପାଇଁ ଆଜି ଏକ ଭିଡିଓ ଇନଷ୍ଟାରେ ସେୟାର କରିଛନ୍ତି ରାଣୀ। ଦେଖନ୍ତୁ ଭିଡିଓ.

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link