Riya Dey: ନଟଖଟି ଅନ୍ଦାଜରେ ନଜର ଆସିଲେ ରିୟା ଦେ , ଦେଖନ୍ତୁ ଏହି ଭିଡିଓ

Narmada Behera Tue, 10 Sep 2024-2:03 pm,

Riya Dey: ଓଡିଆ ଅଭିନେତ୍ରୀ ରିୟା ଦେ। ନିଜର ଦମଦାର ପାଇଁ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ରିୟା ଏକାଧିକ ଫିଲ୍ମରେ କାମ କରିଛନ୍ତି। ଏବଂ ଏକାଧିକ ରିୟଲିଟି ଶୋ'ରେ ତାଙ୍କୁ ଜଜ୍ ଭାବେ ଦେଖିବାକୁ ମିଳେ। ତେବେ, ଏହାରି ଭିତରେ ରିୟାଙ୍କ ଏକ ଭିଡି଼ଓ ସୋସିଆଲ୍ ମିଡିଆରେ ନିଆଁ ଲଗାଇଛି ଦେଖନ୍ତୁ ।...ଦେଖନ୍ତୁ ଏହି ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link