Riya Dey: ସୁଇମିଙ୍ଗ୍ ପୁଲରେ କେମିତି ମସ୍ତି କରୁଛନ୍ତି ରିୟା, ଦେଖନ୍ତୁ ଏହି ଭିଡିଓ?

Narmada Behera Wed, 04 Sep 2024-1:56 pm,

Riya Dey: ଅଭିନେତ୍ରୀ ରିୟା ଦେ। ନିଜର ଦମଦାର ଓ  ହଟ୍ ଲୁକ୍ ପାଇଁ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ରିୟା ଏକାଧିକ ଫିଲ୍ମରେ କାମ କରିଛନ୍ତି। ଏବଂ ଏକାଧିକ ରିୟଲିଟି ଶୋ'ରେ ତାଙ୍କୁ ଜଜ୍ ଭାବେ ଦେଖିବାକୁ ମିଳେ। ତେବେ, ଏହାରି ଭିତରେ ରିୟାଙ୍କ ଏକ ଭିଡି଼ଓ ସୋସିଆଲ୍ ମିଡିଆରେ ନିଆଁ ଲଗାଇଛି ଦେଖନ୍ତୁ ।...ଦେଖନ୍ତୁ ଭିଡିଓ...  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link