Varsha Priyadarshini: ଲାଇଭ୍ ବେଳେ ବାଜି ଉଠିଲା ଚିରିଂ ଚିରିଂ ଗୀତ, ଏମିତି ରିଆକ୍ସନ ଦେଲେ ବର୍ଷା

Rashmita Sahoo Nov 23, 2024, 18:13 PM IST

Varsha Priyadarshini: ନୂଆ ବର୍ଷ ରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର "wife" । ଆଉ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଓଲିଉଡ଼ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ତେବେ ବିଜୟ କଣ୍ଡୋଇ ଙ୍କ ପ୍ରଯୋଜିତ ବିଦିଶା କ୍ରାଫ୍ଟ ଦ୍ଵାରା ପ୍ରସ୍ତୁତ ଚଳଚ୍ଚିତ୍ର "wife" ରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଧାକର ବସନ୍ତ । ସେହିଭଳି ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ମଳୟ ମିଶ୍ର, ସ୍କ୍ରିନ୍ ପ୍ଲେ ଓ କ୍ରିଏଟିଭିଟି ଦାୟିତ୍ଵ ରେ ଅଛନ୍ତି ନିଜେ ବର୍ଷା ପ୍ରିୟଦର୍ଶିନୀ । ତେବେ ଏହି ଫିଲ୍ମକୁ ନେଇ ଏକ ଫେସବୁକ ଲାଇଭ୍ ସମୟରେ ହଠାତ୍ କାହା ଫୋନରୁ ବାଜି ଉଠିଥିଲା ଚିରିଂ ଚିରିଂ ଗୀତ। ଏହାପରେ ଏମିତି ରିଆକ୍ସନ ଦେଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link