Varsha Priyadarshini: ନୂଆ ଭିଡିଓ ସେୟାର କଲେ ଅଭିନେତ୍ରୀ ବର୍ଷା, ଲେଖିଲେ Stay Strong

ରଶ୍ମିତା ସାହୁ Sat, 25 Nov 2023-7:36 pm,

ବହୁ ଦିନ ପରେ ପୁଣିଥରେ ସୋସିଆଲ ମିଡିଆରେ ଆକ୍ଟିଭ୍ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ନିଜ ଭିଡିଓ ନିଜେ ସୁଟ୍ କରୁଥିବା ନଜର ଆସିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏକ ବ୍ଲାକ୍ ଟପ୍ ବ୍ଲୁ ଜିନ୍ସରେ ନଜର ଆସିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି Stay strong & keep going। ଆପଣ ବି ଦେଖନ୍ତୁ ସେହି ସୁନ୍ଦର ଭିଡିଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link