କାହା ପାଇଁ ମନ୍ଦିର ଯାଇ ପୂଜାର୍ଚ୍ଚନା କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ? ଭାଇରାଲ୍ ହେଲା ଭିଡିଓ

Narmada Behera Fri, 18 Oct 2024-1:32 pm,

Varsha Priyadarshini Video: ଓଡି଼ଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏକାଧିକ ଫିଲ୍ମରେ କାମ କରିଛନ୍ତି।  ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ଅଭିନେତ୍ରୀ। ନିଜ ଜୀବନରେ ଘଟୁଥିବା ଟିକନିକ୍ ଘଟଣାବଳୀକୁ ସେ ସୋସିଆଲ୍ ମିଡିଆରେ ସେୟାର ନିଜ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି। ତେବେ, ଏହାରି ଭିତରେ ବର୍ଷାଙ୍କର ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ...  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link