Sahoo Bhauja Bhasani Video: ଯାତ୍ରା ଷ୍ଟେଜ ଛାଡ଼ି ଭଷାଣୀରେ ଜଲୱା ଦେଖାଇବେ ସାହୁ ଭାଉଜ

Rashmita Sahoo Mon, 14 Oct 2024-2:52 pm,

Sahoo Bhauja Bhasani Video: ଆଜି ଉଠିବ ପଡ଼ିବ ଭୁବନେଶ୍ୱର । ଯାତ୍ରା ଷ୍ଟେଜ ଛାଡ଼ି ଭଷାଣୀରେ ଜଲୱା ଦେଖାଇବେ ସାହୁ ଭାଉଜ । ୟୁଟ୍ୟୁବ କମେଡି ସାହୁ ଭେରାଇଟି ଷ୍ଟୋରରୁ ନାଁ କମେଇଥିବା ସାହୁ ଭାଉଜ ଓରଫ ଆଞ୍ଜେଲ ଶ୍ରୀ ଏବେ ଯାତ୍ରା ଜଗତରେ ଫୁଲ୍ ଧମାଲ ମଚାଉଛନ୍ତି। ଆଇଟମ ଡ୍ୟାନ୍ସ ପାଇଁ ତାଙ୍କୁ ପ୍ରତିଟି ଅପେରା ନାଇଟ ନିମନ୍ତ୍ରଣ କରୁଛନ୍ତି । ତେବେ ଆଜି ଯାତ୍ରା ଷ୍ଟେଜ୍ ନୁହେଁ ଭସାଣୀରେ ଯୋଗ ଦେବେ ସାହୁ ଭାଉଜ। ଆଉ ଏନେଇ ପୂରା ଡିଟେଲ୍ସ ଦେଇଛନ୍ତି ସାହୁ ଭାଉଜ। ଆପଣ ବି ଦେଖନ୍ତୁ ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link