AIIMS କ୍ୟାଣ୍ଟିନରେ ରୋଗୀଙ୍କ ପାଇଁ ଜୋତା ପିନ୍ଧି ଚକଟା ଯାଏ ଆଳୁ, ତା’ପରେ ତିଆରି ହୁଏ ତରକାରୀ! ଦେଖନ୍ତୁ ଏହି ଭିଡ଼ିଓ

Jagdish Barik Fri, 07 Apr 2023-8:12 pm,

AIIMS Viral Video: ରାଇବରେଲି AIIMS ହସ୍ପିଟାଲ କ୍ୟାଣ୍ଟିନର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଆପଣ ଦେଖି ପାରିବେ ଯେ ଜଣେ ବ୍ୟକ୍ତି ଏକ କଳା ଜୁତା ପିନ୍ଧି ଏକ ଡେକିଚି ଭିତରେ ନିଜ ଗୋଡ଼ରେ ଆଳୁକୁ ଚକଟୁଛନ୍ତି । ଆପଣ ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link