Air India ବିମାନର ଛାତରୁ ଗଳିବାକୁ ଲାଗିଲା ପାଣି, ଶୋଇଥିବା ଯାତ୍ରୀମାନଙ୍କ ଖୋଲିଗଲା ଆଖି, ଭିଡିଓ ଭାଇରାଲ୍

Jagdish Barik Fri, 01 Dec 2023-7:08 pm,

Air India plane Leaking mid flight passengers shocked: ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଏୟାର ଇଣ୍ଡିଆ ବିମାନର ଛାତରୁ ପାଣି ଲିକ୍ ହେଉଛି । ବିମାନରେ ଉପସ୍ଥିତ ଥିବା ଲୋକମାନେ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ପରେ ଏହି ଭିଡିଓ ଭାଇରାଲ ହେଉଛି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link