Viral Video: ରିଲିଜ ହେଲା ଓମଜି-୨, ହଲରେ ଅକ୍ଷୟ କୁମାରଙ୍କ ପୋଷ୍ଟରକୁ ପୂଜା କଲେ ଫ୍ୟାନ୍ସ, ଦେଖନ୍ତୁ ଭିଡ଼ିଓ

Sat, 12 Aug 2023-3:32 pm,

ରିଲିଜ ହୋଇଯାଇଛି ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ OMG ପାର୍ଟ-ଟୁ । ତେବେ ଫିଲ୍ମଟି ବକ୍ସ ଅଫିସରେ ରିଲିଜ ହେବା ପରେ ଖିଲାଡ଼ି କୁମାରଙ୍କ ଫ୍ୟାନ୍ସଙ୍କ ଖୁସି କହିଲେ ନ ସରେ । ଦେଖନ୍ତୁ ଏହି ଭାଇରାଲ ଭିଡିଓକୁ କିପରି ମହାଦେବଙ୍କ ଭୂମିକାରେ ନଜର ଆସିଥିବା ଅକ୍ଷୟଙ୍କ ଫଟୋକୁ ଫ୍ୟାନ୍ସ ମାନେ ଦୀପ ଲଗାଇ ପୂଜା କରୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link