Dance Video: ହୁସ୍ନ ତେରା ତୋବା ଗୀତରେ ଜେଜେମା’ କଲେ ଚମତ୍କାର ଡ୍ୟାନ୍ସ, ବିକି କୌଶଲ ମଧ୍ୟ ହେଲେ ଆଶ୍ଚର୍ଯ୍ୟ!

Jagdish Barik Sat, 14 Sep 2024-4:44 pm,

Dadi Amazing Dance Video: ‘ହୁସ୍ନ ତେରା ତୋବା’ ଗୀତଟି ବହୁତ ଲୋକପ୍ରିୟ ହୋଇଛି। ବହୁ ସଂଖ୍ୟାରେ ଲୋକ ଏହି ଗୀତରେ ନାଚି ସୋସିଆଲ ମିଡିଆରେ ଭିଡିଓ ସେୟାର କରିଛନ୍ତି, କିନ୍ତୁ ଏହି ଗୀତରେ ଜେଜେମା’ଙ୍କ ନୃତ୍ୟ ଏକ ହଇଚଇ ସୃଷ୍ଟି କରିଛି। ଏପରିକି ବିକି କୌଶଲ ମଧ୍ୟ ଜେଜେମା’ଙ୍କ ନୃତ୍ୟ ଦେଖିବା ପରେ ପ୍ରଶଂସା କରିବା ପାଇଁ ନିଜକୁ ଅଟକାଇ ପାରିନଥିଲେ। ଭିଡିଓରେ ପ୍ରାୟ ୬ ଜଣ ବୃଦ୍ଧା ‘ହୁସ୍ନ ତେରା ତୋବା ଗୀତରେ ନାଚୁଛନ୍ତି। ଆପଣ ଦେଖନ୍ତୁ ଏହି ଡ୍ୟାନ୍ସ ଭିଡିଓ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link