Viral Video: ଆପଲ୍ ଷ୍ଟୋର୍‌ରେ ବଡ଼ ଡକାୟତି, ମାସ୍କ ପିନ୍ଧି ଲୁଟିନେଲ ଆଇଫୋନ୍ ଓ ଆଇପେଡ୍, ଭିଡିଓ ଭାଇରାଲ୍

Jagdish Barik Wed, 27 Sep 2023-8:59 pm,

Masked teens steal iPhones: ଆମେରିକାର ଫିଲାଡେଲଫିଆରୁ ଏହି ମାମଲା ସାମ୍ନାକୁ ଆସିଛି । ଏହି ଭିଡିଓ ସମ୍ପର୍କରେ ପୋଲିସ ଦାବି କରିଛି ଯେ ସେମାନେ ଅନେକ ଲୋକଙ୍କୁ ଗିରଫ କରିଛନ୍ତି ଓ ସେମାନଙ୍କ ନିକଟରୁ ଜିନିଷପତ୍ର ମଧ୍ୟ ଉଦ୍ଧାର କରାଯାଇଛି । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଅନେକ ଲୋକ ଦୋକାନରୁ ଆଇଫୋନ୍ ଓ ଅନ୍ୟାନ୍ୟ ପ୍ରଡକ୍ଟ ନେଇ ଦୌଡ଼ି ପଳାଉଛନ୍ତି ଓ ପୋଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଛି । ଏହି ଭିଡିଓ ଦେଖିବା ପରେ ଲୋକମାନେ ଏହା ଉପରେ ବିଭିନ୍ନ ମଜାଳିଆ କମେଣ୍ଟ ଦେଉଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link