Train Accident Update: ଭୟଙ୍କର ରେଳ ଦୁର୍ଘଟଣା, ଚାହୁଁ ଚାହୁଁ ଚାଲିଗଲା ଲୋକଙ୍କ ଜୀବନ, ଦେଖନ୍ତୁ ଏହି ମର୍ମନ୍ତୁଦ ଭିଡିଓ..

ପ୍ରିୟମ୍ବଦା ରଣା Mon, 30 Oct 2023-10:57 am,

Train Accident Update: ବିଶାଖାପାଟଣା-ରାୟଗଡ଼ା ଓ ବିଶାଖାପାଟଣା ପଲାସା ପାସେଞ୍ଜର ଟ୍ରେନ୍ ମଧ୍ଯରେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଗୋଟିଏ ରାୟଗଡ଼ା ଓ ଅନ୍ୟଟି ପଲାସା ଅଭିମୁଖେ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶ କାଣ୍ଟକାପଲ୍ଲୀ ଓ ଆଲମଣ୍ତା ଷ୍ଟେସନ ମଧ୍ଯରେ ଟ୍ରେନ୍ ଟି ଲାଇନଚ୍ୟୁତ୍ ହୋଇଥିଲା । ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link