Angel Shree Video: ବ୍ଲାକ୍ ଟପ୍ ରେ ଖାଲି ରାସ୍ତା ଉପରେ ଚାଲିଗଲେ ଭାଉଜ, ଲୋକ ଦେଖିକି କହିଲେ...

Rashmita Sahoo Mon, 30 Sep 2024-8:39 pm,

Shree New Video: ଏବେ ଓଡ଼ିଆ ଯାତ୍ରା ରେ କେବଳ ଗୋଟିଏ ନାଁ ସାହୁ ଭେରାଇଟି ଷ୍ଟୋର ଭାଉଜ । କାରଣ କମେଡି ଭିଡିଓରେ ନିଜର ଜଲୱା ଦେଖାଇଥିବା ଭାଉଜ ଓରଫ ଶ୍ରୀ ଏବେ ଯାତ୍ରା ପେଣ୍ଡାଲରେ ନିଆଁ ଲଗାଉଛନ୍ତି । କିଛି ଦିନ ତଳେ ଭାଇରାଲ ହୋଇଥିବା ଏକ ଭିଡିଓ ମାଧ୍ୟମରେ ଲାଇମ ଲାଇଟକୁ ଆସିଥିଲେ ଭାଉଜ ଶ୍ରୀ । ତେବେ କ୍ଷମା ପ୍ରାର୍ଥନା ପରେ ସେ ପୁଣିଥରେ ଯାତ୍ରା ପେଣ୍ଡାଲରେ କମାଲ କରୁଛନ୍ତି । ତେବେ କିଛି ସମୟ ପୂର୍ବେ ସେ ନିଜେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଏକ ମୋବାଇଲ ଦୋକାନକୁ ଯାଇ ଆଇଫୋନ କିଣିବାର ଦେଖିବାକୁ ମିଳୁଛି। ଆଉ ଯେତେବେଳେ ଆଞ୍ଜେଲ ଶ୍ରୀ ଚାଲିକି ଯାଉଛନ୍ତି ସେତେବେଳେ ତାଙ୍କୁ ଲୋକମାନେ ଦେଖିବାକୁ ଗହଳି ଲଗାଇଛନ୍ତି। ଭିଡିଓ ଦେଖନ୍ତୁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link