Animal Viral Video: କୁକୁର ଓ ମଇଁଷିଙ୍କ ବନ୍ଧୁତା ଦେଖିଲେ ଆପଣ ବି କହିବେ ୱା ୱା...

Tue, 01 Aug 2023-4:13 pm,

Animal Viral Video see the Friendship between dog and buffalo । ଆଗକୁ ଆସୁଛି ବନ୍ଧୁତା ଦିବସ । ତେବେ ଖାଲି ମଣିଷ ଯେ ମଣିଷର ପ୍ରକୃତ ବନ୍ଧୁ ହୋଇପାରେ ତା ନୁହେଁ । ବନ୍ଧୁତା ଭଳି ପବିତ୍ର ସମ୍ପର୍କକୁ ବୁଦ୍ଧ ନଥିବା ବା ନୀରହ ପଶୁଟିଏ ବି ବେଶ ନୁଖୁଣତାର ସହ ତୁଲାଇଥାଏ । ଦେଖନ୍ତୁ, ଏଇ ଭିଡ଼ିଓରେ ଦୁଇଟି ମଇଁଷଙ୍କ ପିଠି ଉପରେ ବସିଛି ଗୋଟେ କୁକୁର । କୁକୁର ପିଠି ଉପରେ ବସିଥିବାରୁ ଦୁଇ ମଇଁଷି ବେଶ ଆରମ ସହ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛୁ । ଏହା ବନ୍ଧୁତ୍ବ ନୁହେଁ ତ ଆଉ କ’ଣ?

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link