Anjali Arora Dance Video: ସମୁଦ୍ର କୂଳରେ ବିକିନି ପିନ୍ଧି ଏପରି କିଛି ଡ୍ୟାନ୍ସ କଲେ ଅଞ୍ଜଳି ଆରୋରା, ଇଣ୍ଟରନେଟରେ ନିଆଁ ଲଗାଇଛି ତାଙ୍କ ଭିଡିଓ

Jagdish Barik Thu, 04 May 2023-3:30 pm,

Anjali Arora Dance Video: ଅଞ୍ଜଳି ଆରୋରା ନିଜ ବୋଲ୍ଡ ଷ୍ଟାଇଲ୍ ସହିତ ପୁଣିଥରେ ଇଣ୍ଟରନେଟରେ ନିଆଁ ଲଗାଉଥିବା ଦେଖିବାକୁ ମିଳିଛି । ଅଞ୍ଜଳି କଙ୍ଗନା ରାନାୱତଙ୍କ OTT ରିଆଲିଟି ସୋ 'ଲକ୍ ଅପ୍'ରେ ଅଭିନୟ କରିଥିଲେ । ସେ 'କାଚା ବାଦାମ'ରେ ଗୀତାରେ ନାଚି ସୋସିଆଲ ମିଡିଆରେ ଫେମୋସ ହୋଇଥିଲେ । ଇଣ୍ଟରନେଟ୍ ସେନ୍ସେସନ ହେବା ପରେ ଅଞ୍ଜଳି ଅନେକ ମ୍ୟୁଜିକ୍ ଭିଡିଓରେ ମଧ୍ୟ କାମ କରିଛନ୍ତି । ବର୍ତ୍ତମାନ ତାଙ୍କର ଆଉ ଏକ ନୂଆ ଭିଡିଓ ବର୍ତ୍ତମାନ ଜୋରଦାର ଭାଇରଲ ହେଉଛି ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link