Home Work Tips: ଏହି ତିନୋଟି ଫର୍ମୁଲା କରନ୍ତୁ ଆପ୍ଲାଏ, ନିଜେ ନିଜେ ହୋମୱାର୍କ କରିବେ ପିଲା

ରଶ୍ମିତା ସାହୁ Sun, 26 Nov 2023-5:52 pm,

ପିଲାମାନଙ୍କୁ ହୋମୱାର୍କ କରାଇବ ହେଉଛି ସବୁଠାରୁ କଷ୍ଟକର କାର୍ଯ୍ୟ । ହୋମୱାର୍କ ନକରିବା ପାଇଁ ପିଲାମାନେ ଅନେକ ବାହାନା କରିଥାନ୍ତି । ନିଜ ପିଲାମାନଙ୍କର ଏହି ଅଭ୍ୟାସକୁ ବଦଳାଇବା ଲାଗି ପିତାମାତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଅନେକ ସମୟରେ ଦେଖାଯାଏ ଯେ ପିଲାମାନେ ବହୁତ ଚେଷ୍ଟା ପରେ ମଧ୍ୟ ହୋମୱାର୍କ କରିନଥାନ୍ତି । ଯାହା ମାତାପିତାଙ୍କୁ ଚିନ୍ତିତ କରାଇଥାଏ । ଆଜି ଆମେ ଏହି ଆର୍ଟିକିଲ୍ ମାଧ୍ୟମରେ ଆପଣଙ୍କୁ ଏଭଳି ୩ ଟି ଟିପ୍ସ ଦେବୁ ଯାହା ଆପଣଙ୍କ ସମସ୍ୟାକୁ ଚୁଟକିରେ ଦୁର କରିବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link