Archita Sabya Video: ଚାଓମିନ୍ ପାଇଁ ଝଗଡ଼ା କରୁଛନ୍ତି ଅର୍ଚ୍ଚିତା-ସବ୍ୟସାଚୀ! ଦେଖନ୍ତୁ ଏହି କ୍ୟୁଟ୍ ଭିଡିଓ

ରଶ୍ମିତା ସାହୁ Fri, 29 Sep 2023-5:39 pm,

ଓଲିଉଡର କ୍ୟୁଟ କପଲ ସବ୍ୟସାଚୀ ଓ ଅର୍ଚ୍ଚିତା । ଅନେକ ଫିଲ୍ମରେ ଅଭିନୟ କରିବା ଅନେକ ଆଡ଼୍ ରେ ବି ସେମାନେ ଅଭିନୟ କରିଛନ୍ତି । ତେବେ କିଛି ଦିନ ତଳେ ସେୟାର ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ନୁଡଲ୍ସ ଖାଇବାକୁ ଅର୍ଚ୍ଚିତା ସବ୍ୟ କ୍ୟୁଟ ଅନ୍ଦାଜରେ ଫାଇଟ କରୁଛନ୍ତି । ତେବେ କ୍ୟାପସନରେ ଲେଖାଯାଇଛି ଯେ, ସୁସ୍ବାଦୁ କି ସୁସ୍ଥ? ସବ୍ୟସାଚୀ ପ୍ରସ୍ତୁତ କରିଛନ୍ତି କୋଦରୁ ପ୍ରସ୍ତୁତ ନୁଡୁଲ୍ସ ,ଏକ ଉପଯୁକ୍ତ ଭୋଜନ ପାଇଁ ସବ୍ୟ ଓ ଅର୍ଚ୍ଚିତାଙ୍କ ଅନୁସନ୍ଧାନର ଉତ୍ତର । ଏହା ଆମର ଓଡିଶା ମିଲେଟ, ଆପଣଙ୍କୁ ଉଭୟ ଦୁନିଆର ସର୍ବୋତ୍ତମ-ସ୍ୱାସ୍ଥ୍ୟ ଏବଂ ସ୍ୱାଦ ଆଣିଥାଏ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link