Archita Dhokka Song: କାହାକୁ ଇସାରା କରି ଧୋକା ଗୀତ ରେ ରିଲ୍ସ କଲେ ଅଭିନେତ୍ରୀ ଅର୍ଚ୍ଚିତା !

ରଶ୍ମିତା ସାହୁ Sat, 21 Oct 2023-1:15 pm,

ଓଲିଉଡର ସବୁଠାରୁ ଟ୍ୟାଲେଣ୍ଟେଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ତାଙ୍କ ଲୁକ୍ ସହ ସେ ନିଜ ଅଭିନୟ ପାଇଁ ସର୍ବଦା ଚର୍ଚ୍ଚାରେ ରୁହନ୍ତି ଏହାସହ ସେ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ବି ରହିଥାନ୍ତି। ତେବେ କୋଲକାତାର ଏକ ଇଭେଣ୍ଟରେ ନିକଟ ଅତୀତରେ ଯୋଗ ଦେଇଥିଲେ ଅଭିନେତ୍ରୀ। ଏହାସହ ଇନଷ୍ଟାଗ୍ରାମରେ ନିଜର ଏକ ନୂଆ ରିଲ୍ସ ସେୟାର କରିଛନ୍ତି ଅର୍ଚ୍ଚିତା। ଆପଣ ବି ଦେଖନ୍ତୁ ଭିଡିଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link